Jyotsna Chandola
id:
jyotsna-chandola-185-5019907
title:
Jyotsna Chandola
text:
Template:ଛୋଟ ଜ୍ୟୋତ୍ସ୍ନା ଚନ୍ଦୋଲା ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସିମର୍ କାରେ ଖୁସି ଭରଦ୍ୱାଜ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।
brand slug:
wiki
category slug:
encyclopedia
description:
original url:
https://en.wikipedia.org/wiki/Jyotsna_Chandola
date created:
2013-08-08T16:55:59Z
date modified:
2024-09-07T16:32:46Z
main entity:
{"identifier":"Q17305770","url":"https://www.wikidata.org/entity/Q17305770"}
image:
{"content_url":"https://upload.wikimedia.org/wikipedia/commons/3/31/Jyotsna_Chandola_at_Holi_Invasion_party.jpg","width":352,"height":493}
fields total:
13
integrity:
15